ଲକ୍ଷାବଧି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି) ସମ୍ପାଦନା

୧. ଏକ ଲକ୍ଷ ପର୍ଯ୍ୟନ୍ତ —୧. Upto one hundred thousand.
୨. ପ୍ରାୟ ଏକଲକ୍ଷ ପରିମିତ —୨. About ୧ lakh.

[ଉ—ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ବସିଲା ଫକୀରମୋହନ ଗଳ୍ପସ୍ୱଳ୍ପ]