ଲକ୍ଷଣା ଶ୍ଲେଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବାକ୍ୟାଳଙ୍କାର ବିଶେଷ — A figure of speech.

(ଉଦାହରଣ —ମନ୍ଦାର ଅଧ୍ର ଚଳିବାର ତ ଦେଖିଛି, ପୟୋଧର ଅମ୍ୱର ଆଛେନ୍ନ ବିରାଜିଛି, ଘନରସ ବୃଷ୍ଟି କାହିଁପାଇଁ ହେଉ ନାହିଁ, ବିଦେହ ତାପ ବିଲୋପ ହେବା ବନ୍ଧୁ କେହି ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି)