ଲକ୍ଷଣା ତର୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

କାବ୍ୟାଳଙ୍କାର ବିଶେଷ — A figure of speech.

(ଉଦାହରଣ—ସମୀର ମଧ୍ୟ ଈକାର ହରି ଇଚ୍ଛା କରି, ଅନଳ ମଧ୍ୟରେ ଦେଇ ପେଷିଛିକି ଗୋରୀ, ଅବଧିତ କଲୁ କାହିଁ ପାଇଁ, ଅମୃତ ଆଦ୍ୟରେ ପରା ବନ୍ଧୁ ଅଛୁ ଦେଇ ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି)