ଲକ୍ଷଣାମୂଳା ବ୍ୟଞ୍ଜନା

ଲକ୍ଷଣାମୂଳା ବ୍ୟଞ୍ଜନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

(ଅଳଙ୍କାର ଶାସ୍ତ୍ର)—ଶବ୍ଦର ଯେଉଁ ବ୍ୟଙ୍ଗ୍ୟାର୍ଥ ଲକ୍ଷଣାଦ୍ୱାରା ପ୍ରତୀତ ହୁଏ —That suggested meaning of a word which is derived from its figurative singnificance

[ଦ୍ରଷ୍ଟବ୍ୟ — ଲକ୍ଷଣା ମୂଳା ବ୍ୟଞ୍ଜନା ୨ ଶ୍ରେଣୀରେ ବିଭକ୍ତ—ଲକ୍ଷଣା ମୂଳା, ଶାଦ୍ଦୀ ବ୍ୟଞ୍ଜନା, ଲକ୍ଷଣାମୂଳା ଅର୍ଥୀ ବ୍ୟଞ୍ଜନା

ଗଙ୍ଗାରେ ଆଭୀର ପଲ୍ଲୀ ଅଛି—ଏଥିରେ, ଅର୍ଥ,—ଗଙ୍ଗା କୂଳରେ ଗଉ଼ଡ଼ଙ୍କ ବସତି ଅଛି ଏହା ଲକ୍ଷଣାମୂଳା ଶାଦ୍ଦୀ ବ୍ୟଞ୍ଜନା 

ବର୍ତ୍ତମାନ ବସନ୍ତକାଳ, କାମଦେବ ଅତ୍ୟନ୍ତ କୁପିତ ରତିଖେଦ ହରଣକାରୀ ମନ୍ଦ ବାୟୁ ବହୁଅଛି, ଏ କୁଞ୍ଜ ଲତାବେଷ୍ଟିତ କେଳିବନ ଅତି ରମଣୀୟ ହୋଇଅଛି— ମୋ ପତି ପ୍ରବାସୀ ଅଟନ୍ତି, ଅତଏବ ମୁଁ ଆଜି କଅଣ କରିବି? ମୋତେ କହ ଜଣେ ପ୍ରୋଷିତଭର୍ତ୍ତୃକା ସ୍ତ୍ରୀର ନିଜ ସଖିଙ୍କ ପ୍ରତି ଏ ଉକ୍ତିରୁ ଲକ୍ଷଣାମୂଳା ଆର୍ଥୀ ବ୍ୟଞ୍ଜନାଦ୍ୱାରା ଏହା ସୁଚିତ ଦେଉଅଛି ଯେ. ମୋ ପାଇଁ କୌଣସି ପୁଚ୍ଛନ୍ନ କାମୁକ ପୁରୁଷଙ୍କୁ ଏଠାକୁ ଆଣିବାକୁ ଖୋଜ ସାହିତ୍ୟଦର୍ପଣ]