ଲକ୍ଠକ ବାହାପିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ଲକ୍ଠକ୍ ବାହାପେଈ—ସ୍ତ୍ରୀ] 

ଦେଶଜ - ବିବିଶେଷଣ - ଓ ବିଣପୁଲିଙ୍ଗ - ସମ୍ପାଦନା

ଅତ୍ୟନ୍ତ ଭୁରୁଡ଼ା ବା ମିଛୁଆ —Downright liar.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ମିଛ କଥାକୁ ଏପରି ବନେଇ ଚୀନେଇ କହେ ଯେ, ଶ୍ରୋତାମାନେ ତାକୁ ସତ ବୋଲି ବିଶ୍ୱାସ କରନ୍ତି, ତାକୁ ଲକ୍ଠକ୍ ବାହାପିଆ କବନ୍ତି]