ଲକ୍ଠକ ବାହାପିଆ
ଲକ୍ଠକ ବାହାପିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲକ୍ଠକ ବାହାପିଆ
|
[ଲକ୍ଠକ୍ ବାହାପେଈ—ସ୍ତ୍ରୀ]
ଦେଶଜ - ବିବିଶେଷଣ - ଓ ବିଣପୁଲିଙ୍ଗ -
ସମ୍ପାଦନାଅତ୍ୟନ୍ତ ଭୁରୁଡ଼ା ବା ମିଛୁଆ —Downright liar.
[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ମିଛ କଥାକୁ ଏପରି ବନେଇ ଚୀନେଇ କହେ ଯେ, ଶ୍ରୋତାମାନେ ତାକୁ ସତ ବୋଲି ବିଶ୍ୱାସ କରନ୍ତି, ତାକୁ ଲକ୍ଠକ୍ ବାହାପିଆ କବନ୍ତି]