ଲକେଟି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - [ଇଂରାଜୀ - ଲକେଟ୍]

ସମ୍ପାଦନା

ସୁନାହର ଛୋଟ ତାବିଜ ପରି ଚେପା ଫରୁଆ ବା ପଦକ — Locket.

[ଦ୍ରଷ୍ଟବ୍ୟ — ଏହା ଘଡ଼ିର ଚେନ୍ରେ ଝୁଲୁଥାଏ]