ଲକୁଚକୁଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବହୁବ୍ରୀହି; ଲକୁଚ+କୁଚ+ସ୍ତ୍ରୀ ଆ) ସମ୍ପାଦନା

କେଉଟ ପରି ବର୍ତ୍ତୁଳ ସ୍ତନବିଶିଷ୍ଟା (ସ୍ତ୍ରୀ) (a lady) Having graceful btreasts.

[ଦ୍ରଷ୍ଟବ୍ୟ — ଆମ୍ଭେମାନେ ଘେରିଥିବୁଁ ପରିଚାରୀ ଜନ ଚାରି ଦିଗରେ ତୋହରି ଲକୁଚକୁଚା ରେ! —କବିସୂର୍ଯ୍ୟ ସଙ୍ଗୀତ]