ଲକାପାରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଆରବୀ - ଲାକ୍କା+ପାରାବତ) ସମ୍ପାଦନା

ବିସ୍ତୁତ ପୁଚ୍ଚବିଶିଷ୍ଟ ପାରାବତ —A sort of pigeon with spreading tail

[ଦ୍ରଷ୍ଟବ୍ୟ — ଏମାନେ ଛାତିକୁ ଓ ବେକକୁ ଖୁବ୍ ଫୁଲାଇକରି ଚାଲନ୍ତି]