ଲକସ୍ତକ
ଲକସ୍ତକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ଦୀନଭାବପନ୍ନ; ବିନୟଯୁକ୍ତ; ବିନୀତ — ୧. Humble; submissive.
[ଉ— ଏହିସକାଶରୁଟି ଅପକାରୀ ଲୋକମାନଙ୍କୁ ଅନୁସରି ହୁଏଁ ଲକସ୍ତକ—କୃଷ୍ଣସିଂହ ମହାଭାରତ ବନ]
- ୨. ଲାଳାୟିତ —୨, Hankering .
- ୩. ବିନୀତରୂପେ ପ୍ରାର୍ଥନାକାରୀ —୩. Praying most humbly
(ଉ— ରଜା ଝିଅ ତା ଗୋଡ଼ହାତ ଧରି କେତେ ଲକସ୍ତକ ହେଲା—ଅପର୍ଣ୍ଣା ଦଶକୁମାର ଚରିତା)
- ୪. ନିଜକୁ ଅପମାନିତ ମନେ କରୁଥିବା —୪. Deeming one's self humiliated.
ଅନୁବାଦ
ସମ୍ପାଦନାଲକସ୍ତକ
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଦୀନଭାବପନ୍ନ ପ୍ରାର୍ଥନା; ନେହୁରା —Humble sub mission or prayer.