ଲକସ୍ତକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଦୀନଭାବପନ୍ନ; ବିନୟଯୁକ୍ତ; ବିନୀତ — ୧. Humble; submissive.

[ଉ— ଏହିସକାଶରୁଟି ଅପକାରୀ ଲୋକମାନଙ୍କୁ ଅନୁସରି ହୁଏଁ ଲକସ୍ତକ—କୃଷ୍ଣସିଂହ ମହାଭାରତ ବନ]

୨. ଲାଳାୟିତ —୨, Hankering .
୩. ବିନୀତରୂପେ ପ୍ରାର୍ଥନାକାରୀ —୩. Praying most humbly

(ଉ— ରଜା ଝିଅ ତା ଗୋଡ଼ହାତ ଧରି କେତେ ଲକସ୍ତକ ହେଲା—ଅପର୍ଣ୍ଣା ଦଶକୁମାର ଚରିତା)

୪. ନିଜକୁ ଅପମାନିତ ମନେ କରୁଥିବା —୪. Deeming one's self humiliated.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦୀନଭାବପନ୍ନ ପ୍ରାର୍ଥନା; ନେହୁରା —Humble sub mission or prayer.