ଲକଡ଼

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗୁଡ଼)

ସମ୍ପାଦନା

କାଠ —Wood.

ଦେଶଜ - ବିଶେଷଣ -

ସମ୍ପାଦନା

କାଠ ପରି ଶୁଷ୍କ — Dry like wood.

(ଯଥା— ସେ ନ ଖାଇ ନ ପିଇ ଲକଡ଼ ହୋଇଗଲାଣି)