ଲଉଲୁଆଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ଲଉ(ହୁ)ଲୁଆ(ହା)ଣିଆ(ଆଁ)—ଅନ୍ୟରୂପ]

=== ଦେଶଜ - ବିଶେଷଣ - (ସଂସ୍କୃତ - ଲୋହିତ);

ରକ୍ତଜର୍ଜରିତ— ରକ୍ତାକ୍ତ —Stained with blood.

(ଯଥା— ସେ ମାଡ଼ ଖାଇ ଲଉଲୁଆଣ ହୋଇଗଲା)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲଅଲୁଆଣି (ଦେଖ) - — La-a lu-āṇai (See)