ଲଉଆଜିମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଲଉଆଜିମାତ୍—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଲବାଜିମ; ଫା ଲବାଜିମାତ= ଉପକରଣ; ଅବଶ୍ୟକ ସାମଗ୍ରୀ) ସମ୍ପାଦନା

୧. କୌଣସି କାର୍ଯ୍ୟ ଉପଲକ୍ଷରେ ପ୍ରୟୋଜନୀୟ ଜିନିଷପତ୍ର ବା ଉପକରଣ —୧. Necessary articles.
୨. ନାଜିମାତ; କୌଣସି କାର୍ଯ୍ୟ (ଯଥା— ବିବାହ, ଯାତ୍ରାଆଦି) ଉପଲକ୍ଷରେ ଲୋଡ଼ା ହେବା, ଅନୁଚର ବ୍ୟକ୍ତଗଣ, ଯଥା ମସାଲ ଧରିବା ଲୋକ, ସବାରି କାନ୍ଧେଇବା ଲୋକ; ବାଜା ବଜାଇବା ଲୋକ —୨. Attendants, such as, torch-beares, palki-bearers, drummers requried on occasions of marriage 'of other festival.
୩. ଅନୁଚର ମାନଙ୍କୁ ଦିଆଯିବା ବକ୍ସିସ୍ —୩. Tips paid to attendants.
୪. (କଚରିଆ) (ହାଇକୋଟ୍ରେ ପ୍ରଚଳିତ ଶବ୍ଦ)—
ମକଦମାରେ ବୀବାଦୀୟ ବିଷୟ ଜଜ୍ମାନଙ୍କଦ୍ୱାରା ଶୁଣାଣି ହେବା ପୂର୍ବରୁ ମକଦ୍ଦମାରେ ପକ୍ଷମାନଙ୍କ କର୍ତ୍ତବ୍ୟ ଅନୁପୂର୍ବକ ବ୍ୟବସ୍ଥାମାନ ବା ତଦ୍ୱୀର—(ଯଥା)—ଅପର ପକ୍ଷ ଉପରେ ସମନ୍ ବା ନୋଟିସ୍ ଜାରି କରାଇବା ପାଇଁ ମିଆଦି ଦାଖଲ, ଛପା ଖରଚା ଦାଖଲ, କୋଟଫିସ୍ (ଦାଖଲ); ମକଦ୍ଦମାରେ ଦାବୀର ହେବା ପୂର୍ବରୁ ପକ୍ଷ— ମାନଙ୍କ କରଣୀୟ ବାଜେ ବା ଆନୁଷଙ୍ଗିକ କାର୍ଯ୍ୟମାନ — ୪. The preliminary steps to be taken by parties to enable the court to try the claim in any suit; lawazima.