ଲଇ ବାହାଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂ ଲତାବିଭୀତକ) ସମ୍ପାଦନା

ଲତା ବିଶେଷ —A kind of creeper

[ଦ୍ରଷ୍ଟବ୍ୟ — ଏହାର ଚେର ମାଟି ଭିତରେ ବହୁଦୂର ଶାଖା ମେଲାଇ ମାଡ଼େ ଏ ଲତା ପଡ଼ିଆ ଭୁମିରେ ହୁଏ ଏହି ଲତାକୁ ହାଣିଦେଲେ ଚେରରୁ (ଭୁଇଁଭିତରୁ) କୁଆଁ ଦିଏ]