ଲଇସେନ୍ସ୍ଦାର

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଇଂ ଲାଇସେନ ଫାରାସୀ - ଦାର)

ସମ୍ପାଦନା

ଯେଉଁ ଲୋକ ଫିସ ଦେଇ ସରକାରଙ୍କଠାରୁ ବା କର୍ତ୍ତୃ. ପକ୍ଷଙ୍କଠାରୁ ଆପଣା ନାମରେ ଅନୁମତିପତ୍ର ହାସଲ୍ କରିଥାଏ Licensee; license-holder.