ଲଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି— (ପ୍ରାଚୀନ ପଦ୍ୟ) (ସଂ ନୀ ଧାତୁ) ସମ୍ପାଦନା

୧. ଧାରଣ କରିବା — ୧. To hold.

[ଉ— ଯେସେନେ ସର୍ବଶକ୍ତି ଲଇ, ଦିବସ ଅନ୍ତେ ପ୍ରାଣୀ ଶୋଇ ଜଗନ୍ନାଥ ଭାଗବତ ]

୨. ଘେନିବା; ନେବା — ୨. To take.

[ଉ— ମୋହର କର୍ମଫଳ ଲଇ, ଜନ୍ମ ଲଭିବି ଯହିଁ ତହିଁ ଜଗନ୍ନାଥ. ଭାଗବତ]

୩. ଗ୍ରହଣ କରିବା; ଅବଲମ୍ୱନ କରିବା —୩. To observe; to follow.

[ଉ—ପ୍ରାଣୀଙ୍କୁ ବଚନ ନ କହି , ମଉନ ବ୍ରତକୁ ସେ ଲଇ ଜଗନ୍ନାଥ ଭାଗବତ]