ଲଇବା
ଲଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି— (ପ୍ରାଚୀନ ପଦ୍ୟ) (ସଂ ନୀ ଧାତୁ)
ସମ୍ପାଦନା- ୧. ଧାରଣ କରିବା — ୧. To hold.
[ଉ— ଯେସେନେ ସର୍ବଶକ୍ତି ଲଇ, ଦିବସ ଅନ୍ତେ ପ୍ରାଣୀ ଶୋଇ ଜଗନ୍ନାଥ ଭାଗବତ ]
- ୨. ଘେନିବା; ନେବା — ୨. To take.
[ଉ— ମୋହର କର୍ମଫଳ ଲଇ, ଜନ୍ମ ଲଭିବି ଯହିଁ ତହିଁ ଜଗନ୍ନାଥ. ଭାଗବତ]
- ୩. ଗ୍ରହଣ କରିବା; ଅବଲମ୍ୱନ କରିବା —୩. To observe; to follow.
[ଉ—ପ୍ରାଣୀଙ୍କୁ ବଚନ ନ କହି , ମଉନ ବ୍ରତକୁ ସେ ଲଇ ଜଗନ୍ନାଥ ଭାଗବତ]