ଲଇଛଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଲଇକ୍ଷ (ଖ)ଣିଆ,ଲଇଖିଣିଆ,ଲଖି(କ୍ଷି)ଆ,ଲଖିଣିଆ ଅନାଦରାର୍ଥକରୂପ

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଲକ୍ଷ୍ମଣ) ଲକ୍ଷଣ (ଦେଖ) - ୧. Lakshmaṇa. (See).

[ଉ— ଆମ୍ଭ ଆଜ୍ଞା ତୁ କିରଣ; ଅଯୋଧ୍ୟାକୁ ଏହିକ୍ଷଣି, ଶ୍ରୀଘ୍ର ଯାଆ—ଆହେ ଲଇଖଣ ବିଶ୍ୱନାଥ.ବିଚିତ୍ରାରାମାୟଣ]

୨. (ସଂସ୍କୃତ - ଲକ୍ଷଣ) (ଦେଖ) - —୨. Lakshaṇa (See)
୩: ଲକ୍ଷ୍ମଣ ନାମକ ବ୍ୟକ୍ତିର ଡ଼ାକ ନାମ —୩. A name for calling Lakshmaṇa