ଲଇଖଣ
ଲଇଖଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଇକ୍ଷ (ଖ)ଣିଆ,ଲଇଖିଣିଆ,ଲଖି(କ୍ଷି)ଆ,ଲଖିଣିଆ ଅନାଦରାର୍ଥକରୂପ
ଗ୍ରାମ୍ୟ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଲକ୍ଷ୍ମଣ) ଲକ୍ଷଣ (ଦେଖ) - ୧. Lakshmaṇa. (See).
[ଉ— ଆମ୍ଭ ଆଜ୍ଞା ତୁ କିରଣ; ଅଯୋଧ୍ୟାକୁ ଏହିକ୍ଷଣି, ଶ୍ରୀଘ୍ର ଯାଆ—ଆହେ ଲଇଖଣ ବିଶ୍ୱନାଥ.ବିଚିତ୍ରାରାମାୟଣ]
- ୨. (ସଂସ୍କୃତ - ଲକ୍ଷଣ) (ଦେଖ) - —୨. Lakshaṇa (See)
- ୩. ଲକ୍ଷ୍ମଣ ନାମକ ବ୍ୟକ୍ତିର ଡ଼ାକ ନାମ —୩. A name for calling Lakshmaṇa