ଲଇଁବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ନମ୍ ଧାତୁ) ସମ୍ପାଦନା

୧. ଅବନତ ହେବା; ନିମ୍ରକୁ ବକ୍ର ହେବା —୧. To bend down; to stoop down.

[ଉ—ଯେଉଁ ଲୋକଟି କ୍ରୋଧ ତପତି ନ ପାଇ ଲଅଁଇଁ ତାକୁ ଲୁଆଁଇବା କାର୍ଯ୍ୟ ନାହିଁ କୃଷ୍ଣସିଂହ ମହାଭାରତ ଉଦ୍ଯୋଗ

୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବଶ୍ୟତା ସ୍ୱୀକାର କରିବା —୨. (figurative) To acknowledge submission to any one.
୩. ବକ୍ର ହେବା — ୩. To be bent.
୪. ନମ୍ରତା ପ୍ରକାଶ କରିବା; ବିନୀତ ହେବା —୪. To exhibit humility.
୫. (ପଦ୍ୟ) ଗ୍ରହଣ କରିବା; ଘେନା କରିବା —୫. To accept. to mind.

[ଉ— ତାହାର ଭାବ ହୃଦେ ଲିଇଁ,, କରୁଣା ସିଦ୍ଧି ଭାବଗ୍ରାହୀ ଜଗନ୍ନାଥ. ଭାଗବତ]