ଲଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଲଇଁଆ,ଲଇଁ ଲଇଁଆ(କା) ଅନ୍ୟ ବିଣରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ଅ.କ୍ରିୟାପଦ - (ସଂସ୍କୃତ - ନମ୍ ଧାତୁରୁ ଲଇଁବା କ୍ରିୟାର ଅସମାପିକାରୂପ) ସମ୍ପାଦନା

ନତ ହୋଇ; ନାଇଁ —Bending; stooping.

[ଉ— କରଯୋଡ଼ି ଲଇଁ ଜଣାଇଲା ବେଳେ କୁଣ୍ଡଳ କମ୍ପୁଥିଲା ତା ଗଣ୍ଡ ମଣ୍ଡଳେ କୃଷ୍ଣସିଂହ ମହାଭାରତ ଆଦି ]

ଦେଶଜ - ବିଶେଷଣ - ସମ୍ପାଦନା

ନତଶରୀର; ନତପୃଷ୍ଠ; କୁଜା —With a stooping body; hunch-backed; having the upper part of the body bent.