ଲଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଲତା; ପ୍ରା. ଲଇ) ସମ୍ପାଦନା

୧. ଲତା —୧. creeper.
୨. ଗଛରୁ ଛାଲରୁ ଓ ବେତରୁ ବାହାର କରାଯିବା ପତଳା ତନ୍ତୁ, ଯାହା ରଜ୍ଜୁ ରୂପେ ବ୍ୟବହୃତ ହୁଏ — ୨. Fibres taken from barks of plants or creepers and used as strings.
୩. କେତେ ଗଛର ଛାଇ ଓ ଓହଳ ଓ କିଆ ପଟ ପ୍ରଭୁତିକୁ ଛେଚଜି ତହିଁରେ ରଜ୍ଜୁ ରୂପେ ବ୍ୟବହାର ବା ଆକାର — ୩. The bark and aerial roots of some trees used as strings after they are beaten in to fibres.

[ଦ୍ରଷ୍ଟବ୍ୟ —ଯାଗରେ ଦ୍ୱିଜେ ନ ପାଇଲେ ସୋମ ଲଇ କୃଷ୍ଣସିଂହ ମହାଭାରତ ବନ]

[ଦ୍ରଷ୍ଟବ୍ୟ — ଏହାଦ୍ୱାରା ଛଣ ଓ ବତା ଆଦି ବନ୍ଧା ହୁଏ]

୪. (ସଂସ୍କୃତ - ଲେହ) ମାଲପୁଆଆଦି ତିଆରି ହେବାପାଇ ପ୍ରସ୍ତୁତ ପିଠୋଉ —୪. A paste made for preparing Mālapuā etc.