ଲଅଡ଼ିବା
ଲଅଡ଼ିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲଅଡ଼ିବା
|
[ଲଅରେ (ଳେ)ଇବା—ଅନ୍ୟରୂପ]
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - . (ସଂସ୍କୃତ - ଲହରୀ) ସମ୍ପାଦନା
- ୧. ଲହରି ପରି ଅବିଶ୍ରାନ୍ତ ଭାବରେ ଗୁଡ଼ାଏ କଥା କହି ଯିବା —୧. To speak glibly (like a wave).
- ୨. ଲହରୀମୟ ହେବା —୨. To move in waves; to be billowy.