ର(ସୋ)ଇ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସବତୀ=ପାକଶାଳା)

ସମ୍ପାଦନା
୧. ଅନ୍ନାଦିର ପାକ ବା ରନ୍ଧନକ୍ରିୟା; ରୁଷେଇ —୧. Cooking.

ଅନୁବାଦ

ସମ୍ପାଦନା
୨. ପାକଶାଳା —୨. Kitchen; cooking room.
୩. ପାକ ବିଦ୍ୟା —୩. Cookery.
୪. ପକ୍ୱାନ୍ନ ବ୍ୟଞ୍ଜନାଦି —୪. Cooked meal.

[ଦ୍ରଷ୍ଟବ୍ୟ —ରସୁଇସମ୍ପର୍କୀୟ ଅନ୍ୟାନ୍ୟ ଶବ୍ଦମାନଙ୍କ ପାଇଁ 'ରୁଷା(ଷେ)ଇ' ଶବ୍ଦ ପରେ ଦେଖ]