ର(ସୋ)ଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସବତୀ=ପାକଶାଳା) ସମ୍ପାଦନା

୧. ଅନ୍ନାଦିର ପାକ ବା ରନ୍ଧନକ୍ରିୟା; ରୁଷେଇ —୧. Cooking.

ଅନୁବାଦ ସମ୍ପାଦନା

୨. ପାକଶାଳା —୨. Kitchen; cooking room.
୩. ପାକ ବିଦ୍ୟା —୩. Cookery.
୪. ପକ୍ୱାନ୍ନ ବ୍ୟଞ୍ଜନାଦି —୪. Cooked meal.

[ଦ୍ରଷ୍ଟବ୍ୟ —ରସୁଇସମ୍ପର୍କୀୟ ଅନ୍ୟାନ୍ୟ ଶବ୍ଦମାନଙ୍କ ପାଇଁ 'ରୁଷା(ଷେ)ଇ' ଶବ୍ଦ ପରେ ଦେଖ]