ରୟଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ପ୍ରାଚୀନ ଓଡ଼ିଆ ସଂସ୍କୃତ - ରଜନୀ;ପ୍ର. ରଅଣି) ସମ୍ପାଦନା

୧. ରଜନୀ; ରାତ୍ରି —୧. The night.

[ଉ—ସମ୍ପୂର୍ଣ୍ଣ ରୟଣୀ ଅଧ ହୋଇଲେକ ନିଶି ପ୍ରାଚୀ—ରହସ୍ୟମଞ୍ଜରୀ]

୨. ରହଣି; ରହିବା —୨. Resting; stopping.
୩. ବିଶ୍ରାମ —୩. Rest.
୪. ବିଶ୍ରାମ ସ୍ଥାନ; ଆଶ୍ରୟ — ୪. Shelter; a place for resting.
୫. ଅବକାଶ; ଅବସର —୫. Leisure.