ରୌରବ
ରୌରବ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ରୁର+ଅ) ସମ୍ପାଦନା
- ୧. ରୁର ମୃଗ ସଂବନ୍ଧୀୟ — ୧. Relating to Ruru deer.
- ୨. ରୁରୁ ମୃଗ ଚର୍ମ ନିର୍ମିତ —୨. Made of the hide of Ruru deer.
- ୩. ଭୟଙ୍କର —୩. Terrible; frightful.
- ୪. ଧୂର୍ତ୍ତି —୪. Wicked.
- ୫. ଚପଳ; ଚଞ୍ଚଳ — ୫. Rstless; unsteady.
ସଂସ୍କୃତ - ବି—(ରୁଦ୍ ଧାତୁ= ରୋଦନକରିବା+ଅଧିକରଣ ଅବ; ଯେଉଁଠାରେ ପଡ଼ିଥିବା ପାପୀମାନେ ସର୍ବଦା କାନ୍ଦୁଥାଆନ୍ତି; କିମ୍ୱାରୁ ଧାତୁ=ବଧ କରିବା+ଯଙ୍ ଲୁଗନ୍ତ, ରୋରୁୟ ଧାତୁ +ଅଧିକରଣ କ୍ୱିପ୍) ସମ୍ପାଦନା
ନରକାଂଶବିଶେଷ —Name of a terribe part of the hell of the Hindus.
[ଦ୍ରଷ୍ଟବ୍ୟ — ଏହି ନରକରେ ଗୋଘ୍ନ, ଭ୍ରୁଣହା, ବ୍ରହ୍ମହା, ସ୍ୱୀଘାତୀ ଓ ତୀର୍ଥରେ ଦାନଗ୍ରହଣକାରୀ ପାପୀମାନେ ପଡ଼ି ଦଣ୍ଡ ପାଆନ୍ତି]