ରୋଷାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ରୋଷି ଧାତୁ) ସମ୍ପାଦନା

୧. ରଗାଇବା; କୌଣସି ବ୍ୟକ୍ତିକୁ ରାଗାନ୍ୱିତ କରାଇବା — ୧. To enrage a person.
୨. (ସଂସ୍କୃତ - ରୁଷ୍ ଧାତୁ) ରାଣ କରିବା; କ୍ରୋଧ କରିବା; ରାଗାନ୍ୱିତ ହେବା; ରାଗିବା —୨. To be angry; to be enraged

(ଉ— ଉତ୍ତରରେ ଦୁଇଟି କରକୁ ରୋଷାଇଁ , ବିନ୍ଧିଲେ ପୁଣି ଶର ଶରାସନେ ଥୋଇ କୃଷ୍ଣସିଂହ ମହାଭାରତ ବିରାଟ)



ରୋଷାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ସଂସ୍କୃତ - ରୋଷି ଧାତୁ)—୧ ରଗାଇବା; କୌଣସି ବ୍ୟକ୍ତିକୁ ରାଗାନ୍ୱିତ କରାଇବା — ୧. To enrage a person.

୨. (ସଂସ୍କୃତ - ରୁଷ୍ ଧାତୁ) ରାଗ କରିବା; କ୍ରୋଧ କରିବା; ରାଗାନ୍ୱିତ ହେବା; ରାଗିବା —୨. To be angry; to be enraged

(ଉ— ଉତ୍ତରରେ ଦୁଇଟି କରକୁ ରୋଷାଇଁ , ବିନ୍ଧିଲେ ପୁଣି ଶର ଶରାସନେ ଥୋଇ କୃଷ୍ଣସିଂହ ମହାଭାରତ ବିରାଟ)