ରୋଷନାଇ
ରୋଷନାଇ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ରୋଷନି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ରୋଷନାଇ
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୋଷନାଇ) ସମ୍ପାଦନା
- ୧. ପ୍ରଦୀପ; ଆଲୋକ —୧. Light; lamp
- ୨. ଆଲୋକ ଉତ୍ସବ; ଉତ୍ସବାର୍ଥ ସଜ୍ଜିତ ଆଲୋକମାଳା — ୨. Rows of light arranged on testive occasions.
- ୩. ରୋଷଣି; ଆଲୋକମାଳା— ସମନ୍ୱିତ ଶୋଭାଯାତ୍ରା —୩. A ceremonial proce ssion accompained with rows of light;a display of lights in a procession; a brilliantly lit pageant.
[ଉ—ନାଟ ତାମସ ଓ ରୋଷନାଇ ଆଦି ଯାହା କିଛି କରିବାକୁ ହେବ, ସେଟା ଆପଣ ସଜିଲ କରି ନେବେ ଭିକାରୀଚରଣ ରତ୍ନମାଳୀ]