ରୋଟ
ରୋଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ରୋଟିଆ—ଅନ୍ୟରୂପ)
(ରୋଟୀ, ରୋଟେଈ—ସ୍ତ୍ରୀ)
(ପତଳାସ ସରୁ—ବିପରୀତ)
(ରୋଟୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ମୋଟ; ମୋଟା —୧. Thick.
- ୨. ପୃଥୁଳ —୨. Corpulent;stout; fat.
[ଉ— ଖଲ୍ଲିକୋଟ, ଯହିଁ ରୋଟ ମଲ୍ଲମାନେ ନିର୍ମଳା— ନିର୍ଝର ନାରୀମୃତ—ପାନେ ରାଧାନାଥ.ନନ୍ଦକେଶ୍ୱରୀ]
- ୩. ବଗଡ଼ା; କଠୋର; କର୍କଶ — ୩. Coarse; harsh; grating.
[ଉ— ରୋଟ ଭାତ]
- ୪. ଉଚ୍ଚସ୍ୱର— ଯୁକ୍ତ —୪. Loud
[ଉ—ରୋଟ ଧ୍ୱନି]
- ୫. ସ୍ଫୀତ —୬. Puffed up
[ଉ—କେତେ କୁକ୍କୁଟୁ, ଶିର ମୁକୁଟ, କମ୍ପାଇ ଦେଇ ତୁରିତେ କଣ୍ଠ, କରିଣ ରୋଟ,ଧ୍ୱନି ପ୍ରକଟ, କରନ୍ତି ତହିଁ ହେ ଭଞ୍ଜ ସୁଭଦ୍ରା ପରିଣୟ]