ରୋଜା ଖୋଲିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

[ରୋଜାଫିଟ୍ (ଟେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

ସମ୍ପାଦନା

ଦିନମାନ ରୋଜା ବା ଉପବାସ ବ୍ରତ ପାଳନ କରିସାରି ସନ୍ଧ୍ୟା ପରେ ରୋଜାର ପାରଣା କରିବା —To break the Rojā fast after nightfall.

[ଦ୍ରଷ୍ଟବ୍ୟ — ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ରୋଜା ଖୋଳିବାକୁ ହୁଏ ରୋଜା ଖୋଲିବାବେଳେ ଆଗକରି ସରବତ୍ ପିଇବାକୁ ହୁଏ; ତତ୍ପରେ ଅନ୍ୟ ଖାଦ୍ୟ ଖିଆଯାଏ]