ରୋକ୍ଶୋଦ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା, ରୁଖ୍ସତ୍; ତୁଳ. ସଂସ୍କୃତ - ରୋକ=ନଗଦ+ଶୋଧ)

ସମ୍ପାଦନା
୧. କୌଣସି ବିଷୟର ଶେଷ ମୀମାଂସା ୧. Final decision of a matter.
୨. ଦେଣାର ବା ଋଣର ବିବାକ ପରିଶୋଧ —୨. Complete discharge or liquidation of a a due or debt.
୩. ହିସାବର ଶେଷ ବୁଝାଶୁଝା —୩. Final settlement of account.
୪. ନଗଦ ଦେଣନେଣଦ୍ୱାରା ବ୍ୟବସାୟ —୪. Cash transaction.
୫. ବିବାଦର ଶେଷ ମୀମାଂସ — ୫. Final settlement of a dispute.
୬. ବିବାଦର ବା ମକଦମାର ଆପୋଷିରେ ମୀମାଂସା —୬. A compromise or amicable settlement of a case or dispute,
୭. (ଫ. ରୋକ୍. ସଂସ୍କୃତ - ରୋକ୍=ନୌକା)— ନ୍ୟାୟବଳ ବା ସତରଞ୍ଜି ଖେଳରେ 'ନୌକା' ଚିହ୍ନିତ ଗୋଟି —୭. The castle or 'rook' bits in the game at chess.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୁଖ୍ସୂତ୍ ]

ସମ୍ପାଦନା
୧. ଶେଷ ବିଦାୟଗ୍ରହଣ —୧ Final parting between two persons; final taking of leave.
୨. କର୍ମଚ୍ୟୁତି; କର୍ମ — ରାହିତ୍ୟ —୨. Discharge from a post; dismissal; dispensing with one's services
୩. ଅବସର; ଛୁଟି —୩. Leave from service.
୪. ଦାୟିତ୍ୱରୁ ନିଷ୍କୃତି —୪. Exemption or release from a responsibility.
୫. ବିଦାୟ ହେବାପାଇଁ ଅନୁମତି —୫. Permission to take leave.