ରୋକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ଫାରାସୀ - ରୋକ୍; ସଂ,ରୋଧ, ରୁଧ ଧାତୁ) ସମ୍ପାଦନା

୧. ଗତି ରୋଧ କରିବା; ଗତି ବନ୍ଦ କରିବା —୧. To restrain one's motion;to check.

[ଉ=ଗାଡ଼ିକି ରୋକିବା, ଘୋଡ଼ାକୁ ଭୋକିବା ]

୨. ବାଧା ଦେବା; ଅଟକାଇବା —୨. To obstruct.
୩. ନିୟନ୍ତ୍ରତ କରିବା —୩. To control;to keep in check.
୪. ସ୍ଥଗିତ କରିବା —୪. To stop.
୫. ଜାତିରୁ ଅଟକ କରିବା —୫. To excommunicate; to boycott.
୬. ମନା କରିବା; ନିଷେଧ କରିବା —୬. To prohibit;dissuade.
୭. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ସ୍ୱାଧୀନ ଚାଲିଚଳଣିକୁ ନିୟନ୍ତ୍ରିତ ବା ସଂଯତ କରିବା —୭. To control one's free dealings.

[ଯଥା—ସେ ତାଙ୍କୁ ଘରଦ୍ୱାରା ସବୁ ରୋକି ଦେଲେ]

ପ୍ରାଦେଶିକ - (ଖଡ଼ିଆଳ)କ୍ରି ସମ୍ପାଦନା

ଢାଳି ଦେବା — To pour out