ରୋକସୋତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ରୁଖ୍ ସତ୍) ସମ୍ପାଦନା

ବିଦାୟ; ମେଲାଣି — Bidding good bye; farewell

[ଉ—ଆଉ ଆଉ ମାନଙ୍କୁ ରୋକସୋତ ଦେଲେ ଫକୀରମୋହନ ଛମାଣ ଆଠଗୁଣ୍ଠ]

ବୈଦେଶିକ - ବିଶେଷଣ - ସମ୍ପାଦନା

ବିଦାୟ ପ୍ରାପ୍ତ —Departed; permitted to go.