ରୋକସତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - (ବି ଆରବୀ - ରୁଖ୍ସତୀ) ସମ୍ପାଦନା

୧. ବିଦାକି —୧. Tips presents made at time of bidding good bye.

[ଉ—ବାଈଜିଙ୍କ ରୋକସତି ଶଏ ଟଙ୍କା ଓ ବାଇତିଙ୍କ ସାଙ୍ଗ ଲୋକ ଓ ଦୋସ୍ତମାନଙ୍କ ଖାନାପଲା ଓ ସକାଶେ ଏକଶ ଟଙ୍କା ବହୁତ ହେବ ଫକୀର ମୋହନ ଖାନାପଲାଓ ସକାଶେ ଏକଶ ଟଙ୍କା ବହୁତ ହେବ ଫକୀରମୋହନ ଛମାଣ ଆଠଗୁଣ୍ଠ]

୨. ରୋକ୍ସତି (ଦେଖ) - —୨. Racsati (See)