ରୋଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

[ରୁଆଇବା—ଣିଜନ୍ତରୂପ]

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ - [ସଂସ୍କୃତ - ରୁହ. ଧାତୁ, ଣିଜନ୍ତ. ରୋପି. ଧାତୁ)

ସମ୍ପାଦନା
୧. ଛୋଟଛୋଟ ତଳୀ ଗଛକୁ ଭୂମିରେ ରୋପଣ କରିବା — ୧. To plant seedlings.

[ଉ—ତୋଟା ମଧ୍ୟରୁ ପୁଆଟିଏ ଆଣି ନିଜେ ରୋଇଛନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ ]

୨. ଶାରଦ ଧାନଗଛର ତଳିକୁ କ୍ଷେତ୍ରରେ ପୋତିବା — ୨. To transplant paddy-seedlings in a field for the winter-paddy.
୩. ରୁଆଇବା; ଅନ୍ୟଦ୍ୱାରା ରୋପଣ କ୍ରିୟା କରାଇବା —୩. To cause to be transplanted by another.