ରୋଇବା
ରୋଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା[ରୁଆଇବା—ଣିଜନ୍ତରୂପ]
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - [ସଂସ୍କୃତ - ରୁହ. ଧାତୁ, ଣିଜନ୍ତ. ରୋପି. ଧାତୁ)
ସମ୍ପାଦନା- ୧. ଛୋଟଛୋଟ ତଳୀ ଗଛକୁ ଭୂମିରେ ରୋପଣ କରିବା — ୧. To plant seedlings.
[ଉ—ତୋଟା ମଧ୍ୟରୁ ପୁଆଟିଏ ଆଣି ନିଜେ ରୋଇଛନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ ]
- ୨. ଶାରଦ ଧାନଗଛର ତଳିକୁ କ୍ଷେତ୍ରରେ ପୋତିବା — ୨. To transplant paddy-seedlings in a field for the winter-paddy.
- ୩. ରୁଆଇବା; ଅନ୍ୟଦ୍ୱାରା ରୋପଣ କ୍ରିୟା କରାଇବା —୩. To cause to be transplanted by another.