ରେଶ୍‌ଜୁଡ଼ିକେଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚରିଆ) (ଲାଟିନ୍ ରେସ୍ ଯୁଡିକାଟା) ସମ୍ପାଦନା

ଥରେ ବିଚାର ଓ ଫଇସଲ ହୋଇଥିବା କୌଣସି ବିଷୟ ପୁନର୍ବାର ମକଦ୍ଦମାରେ ଉଥିପାତ ହେଲେ ପୂର୍ବ ନିଷ୍ପତ୍ତି ଅନୁସାରେ ତାହା ଆଉ ଥରେ ଉଥାପିତ ହୋଇ ପାରିବ ନାହିଁ ବୋଲି ଯେଉଁ ନିୟମଦ୍ୱାରା ସ୍ଥିର କରାଯାଏ —Res Judicata.