ରେଶ୍ଜୁଡ଼ିକେଟା
ରେଶ୍ଜୁଡ଼ିକେଟା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାରେଶ୍ଜୁଡ଼ିକେଟା
|
ବୈଦେଶିକ - ବିଶେଷ୍ୟ - (କଚରିଆ) (ଲାଟିନ୍ ରେସ୍ ଯୁଡିକାଟା)
ସମ୍ପାଦନାଥରେ ବିଚାର ଓ ଫଇସଲ ହୋଇଥିବା କୌଣସି ବିଷୟ ପୁନର୍ବାର ମକଦ୍ଦମାରେ ଉଥିପାତ ହେଲେ ପୂର୍ବ ନିଷ୍ପତ୍ତି ଅନୁସାରେ ତାହା ଆଉ ଥରେ ଉଥାପିତ ହୋଇ ପାରିବ ନାହିଁ ବୋଲି ଯେଉଁ ନିୟମଦ୍ୱାରା ସ୍ଥିର କରାଯାଏ —Res Judicata.