ରେବା
ରେବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଅ)
ସମ୍ପାଦନା- ୧. ନର୍ମଦା ନଦୀ —୧. The river Nurbudda.
[ଉ—ପଶ୍ଚିମ ବହଇ ରେବା, ପୂର୍ବେ ମହାନଦୀ ରାଧାନାଥ. ମହାଯାତ୍ରା]
- ୨. ଦୁର୍ଗା —୨. The Goddess Durgā
- ୩. କାମ ଦେବ ପତ୍ନୀ; ରତି —୩. The wife of God Cupid.
- ୪. ନୀଳ ଗୁଳ (ହିନ୍ଦୀ - ଶ) —୪. Indigo plant.