ରେତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ରି ଧାତୁ+କର୍ତ୍ତୃ. ଅ, ନିପାତନ) ସମ୍ପାଦନା

ରେତଃ (ଦେଖ) - — Retaḥ(See) (Apte).

[ଉ—ତାହା ଭାବନାରୁ ସ୍ପଳନ ହେଲା ରେତ କୃଷ୍ଣସିଂହ ମହାଭାରତ. ଆଦି]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରେତଃ) ସମ୍ପାଦନା

(ବଣିଆ ଶବ୍ଦ) ସୁନା ବା ରୂପାର ଗହଣା ଗଢ଼ିବା ବେଳେ ଉହାରେ ଘଷିବାଦ୍ୱାରା ତହିଁରୁ ବାହାରିବା ଗୁଣ୍ଡ —Metal-filings.