ରେଜେଷ୍ଟିରୀ କରିବା

ରେଜେଷ୍ଟିରୀ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଇଂରାଜୀ - ରେଜିଷ୍ଟର୍) ସମ୍ପାଦନା

୧. ସାଧାରଣ ପକ୍ଷମାନଙ୍କ ସଂପାଦିତ ଦଲିଲକୁ ରେଜିଷ୍ଟାର୍ ଚିହ୍ନଟ କରିବା —୧. To register a document (said of a Registration Officer).
୨. ଆପେ ଲେଖିଥିବା ଓ ସଂପାଦନ କରିଥିବା ଦଲିଲରେ ଆପଣାର ସ୍ୱାକ୍ଷରକୁ ରେଜିଷ୍ଟାର୍ଙ୍କ ସମ୍ମୁଖରେ ସ୍ୱୀକାର କରିବାଦ୍ୱାରା ହାକିମଙ୍କଦ୍ୱାରା ତାହା ରେଜିଷ୍ଟରୀ କରାଇବା —୨. To admit the excution of a document and so to enable the Registrar to register it.