ରେଜଷ୍ଟେରୀ କରିବା
ରେଜଷ୍ଟେରୀ କରିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ରେଜଷ୍ଟେରୀ କରିବା
|
ଦେଶଜ - କ୍ରି. (ଇଂରାଜୀ - ରେଜିଷ୍ଟର୍) ସମ୍ପାଦନା
- ୧. ସାଧାରଣ ପକ୍ଷମାନଙ୍କ ସଂପାଦିତ ଦଲିଲକୁ ରେଜିଷ୍ଟାର୍ ଚିହ୍ନଟ କରିବା —୧. To register a document (said of a Registration Officer).
- ୨. ଆପେ ଲେଖିଥିବା ଓ ସଂପାଦନ କରିଥିବା ଦଲିଲରେ ଆପଣାର ସ୍ୱାକ୍ଷରକୁ ରେଜିଷ୍ଟାର୍ଙ୍କ ସମ୍ମୁଖରେ ସ୍ୱୀକାର କରିବାଦ୍ୱାରା ହାକିମଙ୍କଦ୍ୱାରା ତାହା ରେଜିଷ୍ଟରୀ କରାଇବା —୨. To admit the excution of a document and so to enable the Registrar to register it.