ରୂପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - [ସଂସ୍କୃତ - ରୂପ୍ୟ] ସମ୍ପାଦନା

୧. ରଜତ; ରୌପ୍ୟ ଧାତୁ — ୧. Silver.

ବିଶେଷଣ - ସମ୍ପାଦନା

ରୌପ୍ୟମୟ, ରୌପ୍ୟ ନିର୍ମିତ —made of silver.



ରୂପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରୂପ୍ୟ) ସମ୍ପାଦନା

୧. ଶୁକ୍ଳଶର୍ଣ୍ଣ ଧାତୁ ବିଶେଷ; ରୌପ୍ୟ; ଚାନ୍ଦି —୧. Silver Argentum.

[ଉ—ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୂପାରେ କବିସୂର୍ଯ୍ୟ. ସଙ୍ଗୀତୀ

[ଦ୍ରଷ୍ଟବ୍ୟ —ଏହାର ସଂସ୍କୃତ ନାମ— ରାଜଭଙ୍ଗ, ଶ୍ୱେତ, ରଙ୍ଗ ବୀଜ, ଲୋହ ରାଜକ, କଳଧୌ(ଧୁ)ତ, ରୌପ୍ୟ, ମହାଶୁଭ୍ର, ରଜତ, ତାର ଚନ୍ଦ୍ରାକାନ୍ତି, ସିତପ୍ରଭ, ଶୁଭ୍ର, ରସଶ୍ରେଷ୍ଠ, ରୁଧିର, ଚନ୍ଦ୍ର(ଇନ୍ଦୁ)— ଲୋହକ, ରୂପ, ରୂପ୍ୟ, ଶ୍ୱେତକ, ତପ୍ତରୂପକ; ଚନ୍ଦ୍ରଭୂତି;

ସିତ; ରୂପ୍ୟକ, ରୌପ୍ୟ, ଧୌତ, ସୌଧ, ଚନ୍ଦ୍ରହାସ, ଅକୃପ୍ୟ, ଦୁର୍ବ୍ୱଣକ, ଖର୍ଜ୍ଜୁର] 

୨. ମିଶା ରୂପା —୨. Mixed silver.

ବିଶେଷଣ - ସମ୍ପାଦନା

ରୂପବିଶିଷ୍ଟ, ରୂପଧାର — Assuming a shape.