ରୂପକ ସମାସ
ଯେଉଁ ସମସ୍ତପଦ ରୂପକ ଅଳଂକାରଯୁକ୍ତ ହୋଇଥାଏ —A compound word consisting of a metaphor.
[ଯଥା— ମୁଖଚନ୍ଦ୍ର, ବଦନ ସରୋଜ, ପାଦପଦ୍ମ, କରକମଳ, ହୃଦ— ପଦ୍ମ, ବିଷୟାବିଷ]