ରୂପ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ରୂପ)

ସମ୍ପାଦନା
୧. ରୂପ (ଦେଖ) - —୧. Rūpa (See)
୨. ଚେହେରା —୨. Countenance.
୩. ଚିତ୍ର; ଛବି —୩. Drawing; picture.
୪. ପ୍ରକାର —୪. Manner.

ପ୍ରାଦେଶିକ - (ସମ୍ୱଲପୁର)

ସମ୍ପାଦନା
୧. ଶୁଆ —୧. Parrot.

[ଦ୍ରଷ୍ଟବ୍ୟ —ରୂପ ବା ଶୁଆ ତିନିପ୍ରକାରର ୧ ତଉଁଳୁଆଖାଇ ରୂପ—କୃଷ୍ଣଚଞ୍ଚୁଯୁକ୍ତ ୨ ମଝଲ ରୂପ—ଈଷତ ହଳଦିଆ ଚଞ୍ଚୂଯୁକ୍ତ ୩ ଚେଁକା ରୂପ— ଲାଲଚଞ୍ଚୂଯୁକ୍ତ]

ପ୍ରାଦେଶିକ - [ଭତଡ଼ିଭାଖା] ବିଶେଷ୍ୟ -

ସମ୍ପାଦନା

ରୂପା — Silver.