ରୁହାଇବା
ରୁହାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାରୁହାଇବା
ଦେଶଜ - କ୍ରିୟାପଦ - (ସଂସ୍କୃତ - ରୁହ ଧାତୁ)
ସମ୍ପାଦନା- ୧. ସ୍ଥାପିତ କରିବା — ୧. To place.
- ୨. ରଖାଇବା —୨. To cause to stay; to stop.
[ଉ—ଶୁଣି ଜାନକୀ ଜେମା ଜଣାଇଲେ ଭୋ ଦେବ ଏଠାରେ ଯାନ ରୁହାଇବା ବିଶ୍ୱନାଥ ବିଚିତ୍ର ରାମାୟଣ ]
- ୩. ସ୍ଥିର କରିବା — ୩. To settle.
- ୪. ସ୍ଥିର କରି ରଖିବା — ୪. TO set.
- ୫. ନିବର୍ତ୍ତାଇବା —୫. To dissuade
- ୬. (ସଂସ୍କୃତ - ରୁହ ଧାତୁ ଣିଚ୍; ରୋପି ଧାତୁ) ରୁଆଇବା; ରୋପଣ କରିବା —୬. To plant.
- ୭. ଅଟକାଇବା —୭. To obstruct; to restrain.
[ଉ—ଏଡ଼େ ଭରସା ଗର୍ବ ବହ, ରାଜା ମଢ଼ିଆଳ ରୁହାଅ ଜଗନ୍ନାଥ ଭାଗବତ ]