ରୁଷାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ରୁଷିବାର ଣିଜନ୍ତି ଆକାର) ସମ୍ପାଦନା

୧. ଅଭିମାନ ଜାତ କରାଇବା —୧. To make sulky.
୨. କ୍ରୁଦ୍ଧ କରାଇବା —୨. To anger; to irritate.

[ଉ—ଚନ୍ରମା ! ତାକୁ କେବେ ନ ରୁଷାଇବି; ଭଞ୍ଜ. ପ୍ରେମସୁଧାନିଧି]