ରୁଣ୍ଠା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

[ରୁଣ୍ଠିଆ—ଅନ୍ୟରୂପ]

[ରୁଣ୍ଠୀ,ରୁଣ୍ଠେଈ—ସ୍ତ୍ରୀ] 

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - ପୁଣ.ପୁଂ. ସ୍ତ୍ରୀ—(ସଂସ୍କୃତ - ରୁଣ୍ଠ ଧାତୁ)

ସମ୍ପାଦନା
୧. ଅତି କୃପଣ — ୧. Very miserly.
୨. ବିଶୁଷ୍କ; ନୀରସ; ଶୁଖିଲା — ୨. Dry; sapless; withered.
୩. କ୍ଷୀଣ —୩. Feeble; emaciated.
୪. ଖର୍ବକାୟ —୪. Dwarfish.

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ -

ସମ୍ପାଦନା

ଖାଣ୍ଟ; ଖାରା; ନ୍ୟାୟବନ୍ତ — Pure, upright.

[ଉ—ଗାନ୍ଧି ଜଣେ ରୁଣ୍ଠା ଲୋକ— ରାଧାନାଥ ରଥ.ଗାନନ୍ଧି ଆତ୍ମକଥା]