ରୁଜୁ
ରୁଜୁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଆରବୀ - ଚୁଜୁ; ରୁଜୁଆ=ପ୍ରବୃତ୍ତ) (କଚିରିଆ ଭାଷା) ସମ୍ପାଦନା
- ୧. ସୂତ୍ରପାତ; ଆରମ୍ଭ କରିବା —୧. Commencing; commencement.
- ୨. ଉପସ୍ଥିତି; ହାଜର ହେବା —୨. Attendance; presence.
ବିଶେଷଣ - ସମ୍ପାଦନା
- ୧. ଆରବ୍ଧ —୧. Commenced.
- ୨. ସୁତ୍ରପାତ କରା ଯାଇଥିବା —୨. Initiated.
- ୩. ଉପସ୍ଥାପିତ — ୩. Presented; introduced.
- ୪. ଦଣ୍ଡାୟମାନ — ୪. Standing.
- ୫. ଉପସ୍ଥିତ —୫. Present.
- ୬. କୌଣସି ବସ୍ତୁ ସହିତ ଏକ ରେଖାରେ ଥିବା —୬. In a line with.