ରୁଗ୍ଡିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ରୋଡିୟା)

କଙ୍କରମୟ ସ୍ଥାନ; ପଥୁରିଆ ଯାଗା — A rocky or gravelly place.

ଦେଶଜ - ବିଶେଷଣ - ସମ୍ପାଦନା

ବାଙ୍ଗର ଓ ଶୀର୍ଣ୍ଣକାୟ —Of stunted growth and emaciated.