ରୁଗୁଡ଼ିଆ
ରୁଗୁଡ଼ିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ରୋଡିୟା)
କଙ୍କରମୟ ସ୍ଥାନ; ପଥୁରିଆ ଯାଗା — A rocky or gravelly place.
ଦେଶଜ - ବିଶେଷଣ -
ସମ୍ପାଦନାବାଙ୍ଗର ଓ ଶୀର୍ଣ୍ଣକାୟ —Of stunted growth and emaciated.
ରୁଗୁଡ଼ିଆ
ଉଚ୍ଚାରଣ
ସମ୍ପାଦନା[ରୁଗୁଡୀ, ରୁଗୁଡେଈ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ରୁଗ୍ଣ)
ସମ୍ପାଦନା- ୧. ରୁଗ୍ଣ — ୧. Delicate; sickly.
- ୨. ଖର୍ବକାୟ; ବାମନ —୨. Dwarfish; stunted.
- ୩. କଙ୍କରମୟ —୩. Gravelly.
(ଯଥା—କଙ୍କର— ମୟ ଭୂମିରେ ଉଠିବା ଗଛମାନ ରୁଗୁଡିଆ ହୋଇଯାଏ; ମାଲେରିଆ ଜରରେ ପିଲାମାନେ ରୁଗୁଡିଆ ହୋଇ ଯାଆନ୍ତି )