ରୁଆଳି କିଟିକିଟା

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)

ସମ୍ପାଦନା

ସୁନାରୂପାର ରୁଆଳି ତାର କରିବା ଲାଗି ଏକପ୍ରକାର ଠସା ବା ଛାଞ୍ଚ —A grooved metal mould used in preparing metal wires containing a row of globules or grannules.