ରୁ
ରୁ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. ଆପାଦାନ ବା ପଞ୍ଚମୀ ବିଭକ୍ତିର ପ୍ରତ୍ୟୟ —୧. The inflection of the ୫th or ablative case.
- ୨. ବ୍ୟତିରେକେ —୨. Except.
[ଉ—ଆହେ ଶିବ ତୁମ୍ଭରୁ ବଡ଼ ହୋଇ କେହି, ଦେବଙ୍କର ମଧ୍ୟରେ ମୋତେ ଦିଶୁ ନାହିଁ କୃଷ୍ଣସିଂହ ମହାଭାରତ ବନ]
- ୩. [କୌଣସି ସ୍ଥାନ]ରୁ ଆରମ୍ଭ କରି; [କୌଣସି ସମୟରୁ ଆରମ୍ଭ କରି —୩. Beginning from.
- ୪. [କୌଣସି ବ୍ୟକ୍ତିର] ନିକଟରୁ —୪. From (any person).
[ଯଥା—ଫୁଲ ମନମଥ ଗୁଲାମରୁ ମୋର ଏଣିକି ଆଉକି ଡ଼ରରେ କବିସୂର୍ଯ୍ୟ ସଙ୍ଗୀତ]
[ଦ୍ରଷ୍ଟବ୍ୟ — ସଂସ୍କୃତରେ 'ରାମଠାରୁ ଭୟ କଲା' ବ୍ୟବହୃତ ହୁଏ; କିନ୍ତୁ ଓଡ଼ିଆରେ 'ରାମକୁ ଭୟ କଲା' ବୋଲାଯାଏ କବିସୂର୍ଯ୍ୟ ସଂସ୍କୃତ ବ୍ୟାକରଣର ବ୍ୟବହାର ଏଠାରେ କରିଅଛନ୍ତି
- ୫. ଅପେକ୍ଷା —୫. Than.
[ଉ—ଗୋଳା ଗରଳରୁ କଟୁ ପୀୟୁକ୍ଷରୁ ସ୍ୱାଦୁଗୁଣ ଗଲା ବଳି କବିସୂର୍ଯ୍ୟ କିଶୋରୀ ଚମ୍ପୁ. ଗ. ଗୀତ]
- ୬. ଅନୁସାରେ —୬. According to; in accordance with
[ଉ— ଘୋଳାରେ ପଛେ ମରୁଁ ଆଜୁ ତୋ ହୁକୁମରୁ, ନୁକୁଞ୍ଜ ଦଉଡ଼ିକୁ ରହିଲୁଁରେ କବିସୂର୍ଯ୍ୟ କିଶୋରୀ ଚମ୍ପୁ 'ଘ' ଗୀତ]
- ୭. (କୌଣସି ବିଷୟ, ବସ୍ତୁ ବା କ୍ରିୟା) ଯୋଗୁଁ; କରାଣରୁ; ହେତୁରୁ —୭. Owing to ; because of.
[ଉ— ଚାରୁ ମାରୁତରୁ ତରୁତଳ ଶୀତଳ ହେତୁରୁ କବିସୂର୍ଯ୍ୟ— କିଶୋରଚମ୍ପୁ 'ଚ' ଗୀତ]
- ୮. ଫଳରେ —୮. As a result of.
[ଉ—ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ଉପୁଜିବା ନ୍ୟାୟ ଢ଼ଗ]
- ୯. କୌଣସି ବସ୍ତୁର ଦେହରୁ ବା ମଧ୍ୟରୁ ବା ଅଭ୍ୟନ୍ତରରୁ —୯. From the body of or from the inside of (anything.)
[ଉ—କୁଞ୍ଜ କୁକ୍ଷିରୁ ନିଃସ୍ୱନ ଆସି ଚୁମ୍ୱିଦେଲା ମୋ ଶ୍ରୁତିରେ କବିସୂର୍ଯ୍ୟ କିଶୋରଚମ୍ପୁ 'କ' ଗୀତ]
- ୧.ଦ୍ୱାରା —୧୦. By.
[ଉ— ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ ପ୍ରାଣସଖା ସରିବ କବିସୂର୍ଯ୍ୟ. କିଶୋରୀ ଚମ୍ପୁ 'ଟ'] ଗୀତ ଉ—ସୁନାମୁଦିଆ ହାତରୁ ଟାକରାଏ ଖାଇଲେ ଗଙ୍ଗାସ୍ନାନ ଫଳ ଢ଼ଗ]