ରିହାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ରିହାଇତ୍ (ତି)—ଅନ୍ୟରୂପ]

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରିହାଇ; ରିଆୟତ) ସମ୍ପାଦନା

୧. ରିଆତି; ମୁକ୍ତି ୧. Release.

(ଉ— ଥୋକେ ଖାତକ ଦଶ ବାର ବରଷର ପୁରୁଣା କରଜର ମୂଳ କଳନ୍ତର଼ କରି ତମସୁକରେ ରେଜେଷ୍ଟରୀ କରାଇ ଦେଇ ରିହାଇ ପାଇଲେ ଫକୀରମୋହନ ଗଳ୍ପସ୍ୱଳ୍ପ)

୨. ଦୋଷର ମାଫ — ୨. Pardon; forgiveness of a fault.
୩. ଦଣ୍ଡାଦିରୁ ନିଷ୍କୃତି ବା ଅବ୍ୟାହତି —୩. Exemption from or remission of punishment.